GENERAL SCIENCE ANSWER KEY CLASS 9 HALF YEARLY EXAM 2025 BSE ODISHA OSSTA COPYRIGHT BLACK HEAD
OBJECTIVE PAPER ANSWERS
SET-A
1. C 11. C. 21. B 31. C 41. A
2. D 12. B 22. B 32. D 42. A
3. C 13. C 23. B. 33. B 43. B
4. B 14. A 24. C 34. A 44. D
5. C 15 C 25. C. 35. C 45. C
6. C. 16. C 26. B. 36. C 46. B
7. A. 17. C 27. A. 37. A 47. D
8. D. 18. A 28. D. 38. C 48. C
9. D 19. G 29. C. 39. D 49. C
10.A 20. B 30. G. 40. B 50. C
SET - B
1. 11. 21. 31. 41.
2. 12. 22. 32. 42.
3. 13. 23. 33. 43.
4. 14. 24. 34. 44.
5. 15 25. 35. 45.
6. 16. 26. 36. 46.
7. 17. 27. 37. 47.
8. 18. 28. 38. 48.
9. 19. 29. 39. 49.
10. 20. 30. 40. 50.
SET-C
1. C 11. A. 21. C 31. B 41. C
2. C 12. C 22. C 32. C 42. D
3. A 13. C 23. A 33. C 43. C
4. G 14. D 24. D 34. A 44. C
5. B 15. C 25. D 35. C 45. C
6. B 16. B 26. A 36. D 46. G
7. A 17. B 27. A 37. B 47. C
8. C 18. B 28. B 38. B. 48. D
9. B 19. C 29. D 39. A 49. B
10.C 20. C 30. C 40. D 50. A
SET-
ଦ୍ରବଣର ଧର୍ମ :
(i) ଦ୍ରବଣ ଏକ ସମଜାତୀୟ ମିଶ୍ରଣ ।
(ii) ଦ୍ରବଣର କଣିକାଗୁଡ଼ିକର ବ୍ୟାସ ଏକ ନାନୋମିଟରଠାରୁ ସାନ ।
(iii) ଦ୍ରବଣର କଣିକାଗୁଡ଼ିକ ଅତି କ୍ଷୁଦ୍ର । ତେଣୁ ଏଗୁଡ଼ିକ ଆଲୋକ ରଶ୍ମିକୁ ବିଚ୍ଛୁରିତ କରିପାରନ୍ତି ନାହିଁ । ତେଣୁ ଆଲୋକରଶ୍ମିର ଗତିପଥ ଦ୍ରବଣ ମଧ୍ଯରେ ଦୃଶ୍ୟମାନ ହୁଏ ନାହିଁ ।
(iv) ପରିସ୍ରବଣ ପଦ୍ଧତିଦ୍ୱାରା ଦ୍ରବଣରୁ ଦ୍ରବ ଓ ଦ୍ରାବକକୁ ପୃଥକ୍ କରାଯାଇପାରିବ ନାହିଁ । ଅର୍ଥାତ୍ ଦ୍ରବଣ ସ୍ଥିର ଅଟେ
ସସ୍ପେନ୍ସନ୍ ର ଧର୍ମ :
(i) ସସ୍ପେନ୍ସନ୍ ଏକ ଅସମଜାତୀୟ ମିଶ୍ରଣ ।
(ii) ସସ୍ପେନ୍ସନର କଣିକାଗୁଡ଼ିକ ଖାଲି ଆଖୁକୁ ଦେଖାଯାଆନ୍ତି ।
(iii) ସସ୍ପେନ୍ସନ୍ କଣିକାଗୁଡ଼ିକ ସସ୍ପେନ୍ସନ୍ ମଧ୍ଯରେ ଗତିକରୁଥୁବା ରଶ୍ମିଗୁଚ୍ଛକୁ ବିଚ୍ଛୁରିତ କରିଥାଆନ୍ତି । ଫଳରେ ସସ୍ପେନ୍ସନ ମଧ୍ୟରେ ଆଲୋକର ଗତିପଥ ଦେଖାଯାଏ ।
(iv) ସସ୍ପେନ୍ସନ୍କୁ ସ୍ଥିରଭାବେ ରଖିଦେଲେ କଣିକାଗୁଡ଼ିକ ପାତ୍ରର ନିମ୍ନଭାଗରେ ବସିଯା’ନ୍ତି । ଫଳରେ ପରିସ୍ରବଣ ପଦ୍ଧତିଦ୍ୱାରା ଦ୍ରବର
କଣିକାକୁ ପୃଥକ୍ କରାଯାଇପାରିବ । କଣିକାଗୁଡ଼ିକ ବସିଗଲେ ଏହା ଆଉ ଆଲୋକ ରଶ୍ମିକୁ ବିଚ୍ଛୁରିତ କରିପାରେ ନାହିଁ ।
ଉ :(i) ବିଭିନ୍ନ ରଙ୍ଗ ମଧ୍ୟରୁ ଯେଉଁ ଉପାଦାନଟି ଜଳରେ ବେଶି ଦ୍ରବଣୀୟ ହୋଇଥାଏ ତାହା ଶୀଘ୍ର ଉପରକୁ ଉଠିଯାଏ । ଏହି ପ୍ରଣାଳୀରେ ରଞ୍ଜକର ରଙ୍ଗଗୁଡ଼ିକ ଅଲଗା ଅଲଗା ହୋଇଯାଏ । ଏହି ପ୍ରଣାଳୀକୁ କ୍ରୋମାଟୋଗ୍ରାଫି କହନ୍ତି ।
ପ୍ରୟୋଗ :
(i) ଏହା ରଞ୍ଜକରେ ଥିବା ରଙ୍ଗମାନଙ୍କୁ ଅଲଗା କରେ ।
(ii) ଏହା ପ୍ରାକୃତିକ ରଙ୍ଗରୁ ବର୍ଣକଣାକୁ ଅଲଗା କରେ ।
(iii) ଏହା ନିଶାଦ୍ରବ୍ୟରୁ ରକ୍ତକୁ ଅଲଗା କରେ ।
ମିଶ୍ରଣ :
(i) ମୌଳିକ ବା ଯୌଗିକଗୁଡ଼ିକ ଏକାଠି ମିଶି ଏକ ମିଶ୍ରଣ ସୃଷ୍ଟି କରନ୍ତି ମାତ୍ର କୌଣସି ନୂତନ ଯୌଗିକ ଗଠିତ ହୁଏ ନାହିଁ ।
(ii) ଏକ ମିଶ୍ରଣର ସଂ ଯୁକ୍ତି ପରିବର୍ତ୍ତନଶୀଳ ।
(iii) ଗୋଟିଏ ମିଶ୍ରଣ ଯେଉଁ ଉପାଦାନକୁ ନେଇ ଗଠିତ ସେମାନଙ୍କର ଧର୍ମ ପ୍ରଦର୍ଶନ କରେ ।
(iv) ମିଶ୍ରଣର ଉପାଦାନଗୁଡ଼ି କୁ ଅତି ସହଜରେ ଓ ସରଳଭାବେ ଭୌତିକ ପଦ୍ଧତି ଦ୍ୱାରା ପୃଥ କ କରାଯାଇପାରିବ ।
ଯୌଗିକ
(i) ମୌଳିକମାନେ ମିଶିଲା-ବେଳେ ପରସ୍ପର ସହ ପ୍ରତି କ୍ରି ୟା କରି ନୂତନ ଯୌଗିକ ସୃଷ୍ଟି କରିଥାନ୍ତି ।
(ii) ସୃଷ୍ଟି ହୋଇଥିବା ପ୍ରତ୍ଯେକ ନୂତନ ପଦାର୍ଥର ସଂଯୁକ୍ତି ସର୍ବଦା ନିର୍ଦିଷ୍ଟ (fixed) ଅଟେ ।
(iii) ସୃଷ୍ଟି ହୋଇଥିବା ନୂତନ ପଦାର୍ଥଟି ସମ୍ପୂର୍ଣ୍ଣ ଭିନ୍ନ ଧର୍ମ ପ୍ରଦର୍ଶନ କରିଥାଏ ।
(iv) କେବଳ ରାସାୟ ନି କ ବା ବିଦ୍ୟୁତ୍ ରାସାୟନି କ ପ୍ରତି କ୍ରି ୟା ମାଧ୍ଯମରେ ମୌଳିକ ଉପାଦାନଗୁଡ଼ି କୁ ପୃଥକ୍ କରାଯାଇପାରିବ ।
କିଏ ଆମ ଶରୀରରେ ଅଧିକ ଦହନ ସୃଷ୍ଟି କରେ, ଫୁଟୁଥିବା ଜଳ ନା ବାମ୍ଫ ?
ଉ –
ବାମ୍ଫ ଫୁଟୁଥିବା ଜଳ ଅପେକ୍ଷା ଆମ ଶରୀରରେ ଅଧିକ ଦହନ ସୃଷ୍ଟି କରେ । କାରଣ 273 K ତାପମାତ୍ରାରେ ବାମ୍ଫର ଗୁପ୍ତତାପ ହେତୁ,ତାହାର ଅଧ୍ବକ ପରିମାଣରେ ତାପ ଥାଏ । ଯେତେବେଳେ ଏହା ଆମ ଶରୀର ସଂସ୍ପର୍ଶରେ ଆସେ, ଅଧିକ ତାପ ପ୍ରଦାନ କରେ ।
ଏକ କୁଲର କାହିଁକି ଶୁଷ୍କ ଗରମ ଦିନରେ ପରିପାର୍ଶ୍ବକୁ ଅଧିକ ଭଲ ଭାବରେ ଥଣ୍ଡା କରିଥାଏ ?
Ans– କୁଲର୍ରେ ଓଦା କରତଗୁଣ୍ଡ (wood shavings) ର ଆସ୍ତରଣ ଦେଇ ଗରମ ଓ ଶୁଷ୍କ ପବନ ପ୍ରବାହିତ କରାଯାଏ ଏବଂ ଜଳର ବାଷ୍ପୀଭବନ ଯୋଗୁଁ ଶୀତଳତା ମିଳିଥାଏ । ଶୁଷ୍କ ଗରମ ଦିନରେ ଆର୍ଦ୍ରତା କମ୍ ଥିବାରୁ ବାଷ୍ପୀଭବନର ହାର ବୃଦ୍ଧି ପାଇଥାଏ । ତେଣୁ କୁଲର ଯୋଗୁଁ ପରିପାର୍ଶ୍ୱ ଅଧିକ ଶୀତଳ ରହିଥାଏ ।
ଖାଦ୍ୟ ଉତ୍ପାଦନ ବୃଦ୍ଧି କରିବା ପାଇଁ କି କି ପଦକ୍ଷେପ ଦରକାର ତାହା ଉଲ୍ଲେଖ କର ।
ଉ : ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକୀୟ ପଦକ୍ଷେପ :
(i) ଉଭିଦର ପୋଷକଦ୍ରବ୍ୟ ଓ ପୋଷକର ବ୍ୟବହାର ।
(ii) ଉଚ୍ଚଗୁଣବତ୍ତାସମ୍ପନ୍ନ ମଞ୍ଜି ଓ ଚାରାର ଚୟନ ।
(iii) ପୀଡ଼କ କୀଟ ଦମନ ଓ ଫସଲକୁ ରୋଗମୁକ୍ତ କରିବା ଆବଶ୍ୟକ ।
(iv) ଉତ୍ପାଦନ ବୃଦ୍ଧି ପାଇଁ ମିଶ୍ରିତ କୃଷି ଉପରେ ଗୁରୁତ୍ବ ପ୍ରଦାନ ।
Or
କୋଷ ଝିଲ୍ଲୀର ଗଠନ ଓ କାର୍ଯ୍ୟ ବିଷୟରେ ଲେଖ ।
ଉ : ଗଠନ :
(i) କୋଷ ଭିତରେ ଥିବା କୋଷର ବିଭିନ୍ନ ଉପାଦାନକୁ ଆବୃତକରି ରଖୁଥୁବା ଆବରଣକୁ କୋଷଝିଲ୍ଲୀ କହନ୍ତି ।
(ii) ଏହା ଛିଦ୍ରଯୁକ୍ତ ।
କାର୍ଯ୍ୟ:
(i) କୋଷ ସହ ଜଡ଼ିତ ବିଭିନ୍ନ ପଦାର୍ଥର ଆଦାନପ୍ରଦାନରେ କୋଷଝିଲ୍ଲୀ ସାହାଯ୍ୟ କରେ । କୋଷଝିଲ୍ଲୀ ଦେଇ କେତେକ ପଦାର୍ଥ କୋଷ ଭିତରକୁ ଯିବା ଓ ବାହାରକୁ ଆସିବା ସମ୍ଭବ ହୁଏ; ତେଣୁ କୋଷଝିଲ୍ଲୀକୁ ଅର୍ଦ୍ଧପାରଗମ୍ୟ ଝିଲ୍ଲୀ କୁହାଯାଏ ।
(ii) କୋଷଝିଲ୍ଲୀ ମାଧ୍ଯମରେ ବିଭିନ୍ନ ପଦାର୍ଥର ଯାତାୟାତ ସାଧାରଣତଃ ବିସରଣ, ପରାସରଣ ଓ ସକ୍ରିୟ ପରିବହନ ଦ୍ବାରା ସମ୍ଭବ ହୋଇଥାଏ ।
(iii) କୋଷଝିଲ୍ଲୀ ଦେଇ ଜଳ ଅଣୁର ଯାତାୟାତ ପରାସରଣ ପଦ୍ଧତିରେ ସମାହିତ ହୁଏ । ଜଳ ଅଣୁର ଗତି ଅଧିକ ଗାଢ଼ ଅଞ୍ଚଳରୁ କମ୍ ଗାଢ଼ଥିବା ଜଳ ଅଞ୍ଚଳକୁ ଏକ ଅଦ୍ଧ ପାରଗମ୍ୟ ଝିଲ୍ଲୀ ଦେଇ ସମ୍ଭବପର ହୋଇଥାଏ ।
(iv) ଧାତବଲବଣ ଓ ଅନ୍ୟାନ୍ୟ ପଦାର୍ଥଗୁଡ଼ିକ ମଧ୍ୟ କୋଷଝିଲ୍ଲୀ ମଧ୍ୟଦେଇ ପରାସରଣ ପ୍ରକ୍ରିୟାଦ୍ବାରା ସମ୍ଭବ ହୋଇଥାଏ ।
(v) କୋଷୀୟ ବିପାଚନ ଦ୍ବାରା ଅଙ୍ଗାରକାମ୍ଳ ନିର୍ଗତ ହେବା ଫଳରେ କୋଷ ମଧ୍ୟରେ ଏହାର ସାନ୍ଦ୍ରତା ଅଧିକ ଥାଏ । କୋଷ ବାହାରେ ଅଙ୍ଗାରକାମ୍ଳ ଗ୍ୟାସର ସାନ୍ଦ୍ରତା କଥାଏ । ତେଣୁ ବିସରଣ ପ୍ରକ୍ରିୟାଦ୍ଵାରା କୋଷମଧ୍ଯରୁ ଅଙ୍ଗାରକାମ୍ଳ କୋଷବାହାରକୁ ଚାଲିଯାଏ । ଅମ୍ଳଜାନ ଗ୍ୟାସ୍ର ସାନ୍ଦ୍ରତା କୋଷ ଭିତର ବା ଅପେକ୍ଷା ହାରେ ଅଧିକା ଥିବାରୁ ଏହା ବିସରଣ ପ୍ରକ୍ରିୟାରେ କୋଷ ଭିତରକୁ ଆସିଥାଏ ।
(b) ଜୀବମାନଙ୍କୁ ଶ୍ରେଣୀବିଭକ୍ତ କରିବାଦ୍ବାରା କ’ଣ ଉପକାର ମିଳେ ?
ଉ
:(i) ଶ୍ରେଣୀବିଭାଗଦ୍ୱାରା ବିଭିନ୍ନ ଜୀବକୁ ଚିହ୍ନିବା ସହଜ ହୋଇଥାଏ ।
(ii) ଜୈବ ବିବିଧତା ସମ୍ବନ୍ଧରେ ଅଧିକ ତଥ୍ୟ ମିଳେ ।
(iii) ଜୀବମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ ସଂପର୍କରେ ଜାଣିହୁଏ ।
(iv) ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ଜୀବମାନଙ୍କର ବିସ୍ତାର ବିଷୟରେ ଜ୍ଞାନ ବଢ଼େ ।
(v) ପରିବେଶ ବିଜ୍ଞାନ, କୃଷି ବିଜ୍ଞାନ ଓ ଜନସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଧ୍ୟୟନ, ଗବେଷଣା ଓ ପରିଚାଳନା ଓ ପ୍ରୟୋଗ ଆଦି ସମ୍ଭବ ହୋଇଥାଏ ।
କିମ୍ବା
ପ୍ରାକୃତିକ ଜଳାଶୟରୁ ମାଛ ଜାଆଁଳ ସଂଗ୍ରହ କରିବାବେଳେ କି ପ୍ରକାର ଅସୁବିଧାମାନ ଦେଖାଯାଏ ?
ଉ : ପ୍ରାକୃତିକ ଜଳାଶୟରୁ ମାଛ ଜାଆଁଳ ସଂଗ୍ରହ କଲାବେଳେ ଅନେକ ଅଦରକାରୀ ମାଛ ମିଶ୍ରିତ ଅବସ୍ଥାରେ ରହିଥାଏ ଯାହା ମାଛ ଉତ୍ପାଦନରେ ବାଧା ସୃଷ୍ଟି କରେ ।
ପୁନଶ୍ଚ ମାଛ କେବଳ ବର୍ଷାଋତୁ ଆରମ୍ଭରେ ଅଣ୍ଡା ଦେଇଥାଆନ୍ତି । ସେତେବେଳେ ଜଳାଶୟ ଜଳପୂର୍ଣ ଥାଏ ।
2(a) ଆମ ଦେଶରେ ମାଛକୁ କାହିଁକି ବହୁଳ ଭାବରେ ଖାଦ୍ୟ ରୂପରେ ବ୍ୟବହାର କରାଯାଏ ?
ଉ :(i) ଭାରତ ଏକ ବିକାଶଶୀଳ ଦେଶ । ଭାରତର ପୁଷ୍ଟିସାର ଜାତୀୟ ଖାଦ୍ୟର ଚାହିଦା ଅଧିକ ।
(ii) ମାଛ ଏକ ପୁଷ୍ଟିସାର ଜାତୀୟ ଖାଦ୍ୟ ଓ ଏହା ସହଜରେ ସୁଲଭମୂଲ୍ୟରେ ମିଳିଥାଏ ।
ତେଣୁ ଭାରତରେ ମାଛକୁ ବହୁଳ ଭାବରେ ଖାଦ୍ୟ ରୂପେ ବ୍ୟବହାର କରାଯାଏ ।
କିମ୍ବା
ରୋଗଗ୍ରସ୍ତ ଗାଈଗୋରୁଙ୍କୁ ଚିହ୍ନଟ କରିବାର ଉପାୟ ଲେଖ ?
ଉ : ରୋଗଗ୍ରସ୍ତ ଗାଈଗୋରୁଙ୍କୁ ଚିହ୍ନିବାର ଉପାୟ :
(i) ରୋଗଗ୍ରସ୍ତ ଗାଈଗୋରୁଙ୍କର ଥୋମଣି ଶୁଖିଯାଇଥାଏ ।
(ii) ରୋଗଗ୍ରସ୍ତ ଗାଈଗୋରୁଙ୍କର ଦୈନିକ ଖାଦ୍ୟର ପରିମାଣ କମିଯାଏ ।
(b)
ମାଇଟୋକଣ୍ଡ୍ରିଆର ନାମାଙ୍କିତ ଚିତ୍ର ଅଙ୍କନ କର ।
କିମ୍ବା;
ଉଭିଦ କୋଷର ଚିତ୍ର ଅଙ୍କନ କରି ଯେକୌଣସି ତିନୋଟି ଅଙ୍ଗିକାର ନାମ ଦର୍ଶାଅ ।
ପ୍ରାକ୍ନ୍ୟଷ୍ଟୀୟ କୋଷ :
(i) କୌଣସି ଝିଲ୍ଲୀରେ ରେ ଆବୃତ କୋଷ ଅଙ୍ଗିକା ନଥା ନଥାଏ ।
(ii) ନ୍ୟଷ୍ଟିଟି ସୁସଂଗଠିତ ନୁହେଁ ।
(iii)ଵନ୍ୟଷ୍ଟି ଝିଲ୍ଲୀ ନଥାଏ
(iv) ଏକ ମାସତ୍ର ଗୋଲାକା କାର DNA ଅଣୁ ଥାଏ । କ୍ରୋମୋଜୋମ୍ ନଥାଏ ।
ସୁନ୍ୟଷ୍ଟୀୟ କୋଷ :
(i). ସମସ୍ତ ଅଙ୍ଗିକା : ମାଇଟୋକଣ୍ଡ୍ରି ଆ, ଗଲଗିବଡି, ଏଣ୍ଡୋ-ପ୍ଲାଜମିକ୍ ରେଟିକୁଲମ୍ ଇତ୍ୟାଦି ଝିଲ୍ଲୀ ଦ୍ବାରା ଆବୃତ ଓ ସୁସଂଗଠିତ ।
(ii) ନ୍ୟଷ୍ଟି ସୁସଂଗଠିତ ।
(iii) ନ୍ୟଷ୍ଟି ଝିଲ୍ଲୀଯୁକ୍ତ ।
(iv) ଏକାଧିକ ରୈକ (Linear) DNA গুরু প্রাব। କ୍ରୋମୋଜୋମ୍ ଭିତରେ ସଂଗଠିତ ହୋଇ ରହିଥାଏ ।
(v) ସୁ ନ୍ୟଷ୍ଟୀୟ କୋଷର ଉଦାହରଣ : ଏମିବା -କୋଷ, ପ୍ରାଣୀକୋଷ ।
Comments
Post a Comment