GENERAL SCIENCE ANSWER KEY CLASS 9 ANNUAL EXAM 2025 BSE ODISHA OSSTA COPYRIGHT 1ST SET WHITE HEAD OBJECTIVE PAPER ANSWERS SUBJECTIVE PAPER ୧(କ) କେଉଁ କାରକଗୁଡ଼ିକ କିପରି ବାଷ୍ପୀଭବନକୁ ପ୍ରଭାବିତ କରିଥାଆନ୍ତି ଆଲୋଚନା କର । Ans: (i) ତାପମାତ୍ରା : ତାପମାତ୍ରା ବୃଦ୍ଧି ପାଇଲେ ବାଷ୍ପୀଭବନର ହାର ବୃଦ୍ଧି ପାଏ । ଉଦାହରଣ : ସମାନ ଆକୃତିର ଦୁଇଟି ପାତ୍ରରେ ସମାନ ପରିମାଣର ଜଳ ନେଇ ଗୋଟିଏ ପାତ୍ରକୁ ଛାଇରେ ଓ ଅନ୍ୟ ପାତ୍ରଟିକୁ ଖରାରେ ରଖିଲେ, ଦ୍ଵିତୀୟ ପାତ୍ରରେ ଥିବା ଜଳର ଶୀଘ୍ର ବାଷ୍ପୀଭବନ ହେବ । (ii) ପୃଷ୍ଠ କ୍ଷେତ୍ରଫଳ : ତରଳର ପୃଷ୍ଠ କ୍ଷେତ୍ରଫଳ ବୃଦ୍ଧି ପାଇଲେ, ବାଷ୍ପୀଭବନର ହାର ବୃଦ୍ଧି ପାଏ । ଉଦାହରଣ : କପ୍ ଅପେକ୍ଷା ଗରମ ଚା’କୁ ପ୍ଲେଟ୍ରେ ପିଇବା ସୁବିଧାଜନକ ହୋଇଥାଏ । iii) ପବନ : ପବନର ବେଗ ବୃଦ୍ଧି ହେଲେ ବାଷ୍ପୀଭବନର ବେଗ ବୃଦ୍ଧି ପାଏ । ଉଦାହରଣ : ଘୂରୁଥିବା ପଙ୍ଖାତଳେ ଓଦାଲୁଗା ଶୀଘ୍ର ଶୁଖାଯାଏ । (iv) ଆର୍ଦ୍ରତା : ବାୟୁମଣ୍ଡଳର ଆର୍ଦ୍ରତା ବୃଦ୍ଧି ହେଲେ ବାଷ୍ପୀଭବନ ହ୍ରାସ ପାଏ । ଉଦାହରଣ : ବର୍ଷାଦିନେ ଓଦାଲୁଗା ବିଳମ୍ବରେ ଶୁଖେ କିମ୍ବା, କ୍ୟାଲ୍ସିୟମ୍ କାର୍ବୋନେଟ୍ରେ ଥିବା ପ୍ରତ୍ୟେକ ମୌଳିକର ବସ୍ତୁତ୍ଵ ପ୍ରତିଶତ ମାତ୍ରା ନିରୂପଣ କର । ଉତ୍ତର : କ୍ୟାଲ୍ସିୟମ କାର୍ବୋନେଟ୍ର ସଙ୍କେତ ହେଉଛି CaCO3 ମ...
Please provide social science ppts also
ReplyDeleteHii
DeleteIf you have some ppts of ssc... you may share with me ...and that will be updated
DeleteIf you have some ppts of ssc, share with me...That will be updated
DeleteComing soon
ReplyDeleteSantoshsantoshbhatra
ReplyDeleteSantoshsantoshbhatra
ReplyDelete@santoshbhatra456
Delete