HALF YEARLY 2023 CLASS X GSC ANSWER KEY ODIA MEDIUM BSE ODISHA ଓଡ଼ିଆ ମାଧ୍ୟମ ଦଶମ ଶ୍ରେଣୀ ଅର୍ଦ୍ଧ ବାର୍ଷିକ ବିଜ୍ଞାନ ବିଷୟ ପ୍ରଶ୍ନୋତ୍ତର

 

HALF YEARLY  2023 CLASS X GSC ANSWER KEY ODIA MEDIUM BSE ODISHA ଓଡ଼ିଆ ମାଧ୍ୟମ ଦଶମ ଶ୍ରେଣୀ  ବିଜ୍ଞାନ ବିଷୟ ପ୍ରଶ୍ନୋତ୍ତର 

OBJECTIVE TYPE QUESTIONS ANSWERS 




SUBJECTIVE TYPE QUESTIONS ANSWERS 


Physical Science ( ଭୌତିକ ବିଜ୍ଞାନ )


1.  ସମସ୍ତ ପ୍ରଶ୍ନର ଉତ୍ତର ଦିଅ ।

i) ବିସ୍ଥାପନ ଓ ଦ୍ବୈତ ବିସ୍ଥାପନ ପ୍ରତିକ୍ରିୟା ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।ଏହି ଦୁଇ ରାସାୟନିକ ପ୍ରତିକ୍ରିୟା ପାଇଁ ରାସାୟନିକ ସମୀକରଣ ଲେଖ ।






Or
ପ୍ଲାଷ୍ଟର ଅଫ ପ୍ୟାରିସର ପ୍ରସ୍ତୁତି ଓ ଏହାର ବ୍ୟବହାର ଲେଖ ।





ii) ମାନବ ଚକ୍ଷୁର ଚିତ୍ର ଅଙ୍କନ କରି ଏହାର ବିଭିନ୍ନ ଅଂଶକୁ ଦର୍ଶାଅ ।


Or 
ଟିଣ୍ଡଲ ସିଦ୍ଧାନ୍ତକୁ ଗୋଟିଏ ଉଦାହରଣ ଦେଇ ବୁଝାଅ ।

Explain Tyndal effect with an example.









2. ସମସ୍ତ ପ୍ରଶ୍ନର ଉତ୍ତର ଦିଅ । 
Answer all the questions.

(i) 15 ସେମି ଫୋକସ୍ ଦୂରତା ବିଶିଷ୍ଟ ଗୋଟିଏ ଅବତଳ ଲେନ୍ସ ନିଜଠାରୁ 10 ସେମି ଦୂରରେ ପ୍ରତିବିମ୍ବ ସୃଷ୍ଟି କରିଛି । କେନ୍‌ସ୍‌ ଠାରୁ କେତେ ଦୂରରେ ବସ୍ତୁ ଅଛି ? ରଶ୍ମିଚିତ୍ର ଅଙ୍କନ କରି ପ୍ରତିବିମ୍ବକୁ ବୁଝାଅ ।
A concave lens of focal length 15 cm forms an image 10 cm from the lens. How far is the object placed from the lens? Draw the ray diagram.



କିମ୍ବା/OR

ପ୍ରତିସରଣାଙ୍କ କାହାକୁ କୁହାଯାଏ ବୁଝାଅ । 
Explain what is Reflective index.





(ii) ବେକିଙ୍ଗ ସୋଡ଼ାର ପ୍ରସ୍ତୁତି ଓ ଦୁଇଟି ବ୍ୟବହାର ଲେଖ । Write down the preparation process of baking soda and its two uses.






କିମ୍ବା/OR

ଧୋଇବା ସୋଡ଼ାର ପ୍ରସ୍ତୁତି ଓ ଦୁଇଟି ବ୍ୟବହାର ଲେଖ ।

Write down the preparation of washing soda and its two uses.




(iii) ଇନ୍ଦ୍ରଧନୁ କିପରି ସୃଷ୍ଟି ହୁଏ ଏକ ନାମାଙ୍କିତ ଚିତ୍ର ସହ ବୁଝାଅ । 
Explain with a labelled diagram how a rainbow is formed.
Ans: 
ମେଘରେ ଅସଂଖ୍ୟ କ୍ଷୁଦ୍ର କ୍ଷୁଦ୍ର ଜଳକଣା ଥାଏ । ଏହି ଜଳକଣା ଗୁଡ଼ିକ ଛୋଟ ଛୋଟ ପ୍ରିଜିମ ପରି କାମ କରନ୍ତି । ଜଳ କଣା ଗୁଡିକରେ ଆପତିତ ସୂର୍ଯ୍ୟାଲୋକ ପ୍ରଥମେ ପ୍ରତିସୃତ ଓ ପ୍ରକିର୍ଣ୍ଣୀତ ହୁଏ । ତାହାପରେ ଜଳ କଣା ମଧ୍ୟରେ ଏହାର ଆଭ୍ୟନ୍ତରୀଣ ପ୍ରତିଫଳନ ହୁଏ ଏବଂ ପରିଶେଷରେ ଏହା ପ୍ରତିସୃତ ହୋଇ  ଜଳକଣାରୁ ବାହାରି ଆସେ । ଆଲୋକର ପ୍ରକିର୍ଣ୍ଣନ ଓ ଆଭ୍ୟନ୍ତରୀଣ ପ୍ରତିଫଳନ ଯୋଗୁଁ ଦର୍ଶକର ଚକ୍ଷକୁ ବିଭିନ୍ନ ବର୍ଣ୍ଣ ଦେଖାଯାଏ । ଏହାକୁ ଇନ୍ଦ୍ରଧନୁ କୁହାଯାଏ । 
ଇନ୍ଦ୍ରଧନୁ ଆଲୋକ ପ୍ରକିର୍ଣନର ଏକ ପ୍ରାକୃତିକ ଦୃଷ୍ଟାନ୍ତ ।
ବର୍ଷାଦିନେ ଆକାଶରେ ସୂର୍ଯ୍ୟ ଯେଉଁ ଦିଗରେ ଥାଏ ସମୟ ସମୟରେ ତାହାର ବିପରୀତ ଦିଗରେ ଇନ୍ଦ୍ରଧନୁ ଦେଖାଯାଏ ।






କିମ୍ବା/OR

ସମୀପ ଦୃଷ୍ଟି କହିଲେ କ'ଣ ବୁଝ ? ଏହାର ପ୍ରତିକାର କିପରି କରିବ ବୁଝାଅ ।

What do you mean by Myopia? Explain how to correct it.








3.

ସମସ୍ତ ପ୍ରଶ୍ନର ଉତ୍ତର ଦିଅ ।
Answer all the questions.

(i) ଉଦାହରଣ ଦେଇ ନିମ୍ନ ପ୍ରତିକ୍ରିୟାକୁ ବୁଝାଅ ।
    Explain the following reaction with an         example.

ସଂକ୍ଷାରଣ /Corrosion


କିମ୍ବା/OR

ରହଣିଆ ଅବସ୍ଥା/ Rancidity






(ii) ପ୍ରଶମନୀକରଣ ରାସାୟନିକ ପ୍ରତିକ୍ରିୟା କ'ଣ ? ଗୋଟିଏ ଉଦାହରଣ ଦିଅ । 
What is neutralisation reaction? Give an example.



କିମ୍ବା/OR

ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍‌କୁ ଏକ ଆର୍ଦ୍ରତା-ପ୍ରତିରୋଧ ପାତ୍ରରେ ରଖୁବା ଉଚିତ । କାହିଁକି ? 
Plaster of Paris should be stored in a moisture proof container. Why?
Ans : 



.

(ii) ଉତ୍ତଳ ଦର୍ପଣର ଚାରୋଟି ବ୍ୟବହାର ଲେଖ । 
Write down four uses of convex mirror.

କିମ୍ବା/OR

ଏକ ସମତଳ ଦର୍ପଣ ଦ୍ବାରା ସୃଷ୍ଟି ପରିବର୍ତ୍ତନ +1 ଅଟେ । ଏହାର ଅର୍ଥ କ’ଣ ? 
The magnification produced by a plane mirror is +1. What does this mean?

Ans:

 ଏଠାରେ ପରିବର୍ଦ୍ଧନର +1ର ଅର୍ଥ , ପ୍ରତିବିମ୍ବର ଆକାର = ବସ୍ତୁର ଆକାର । ଯୁକ୍ତ ଚିହ୍ନ ସୂଚିତ କରେ ଯେ ପ୍ରତିବିମ୍ବ ଆଭସି ଓ ସଳଖ ।


(iv) ବିଜ୍ଞାନ ସମ୍ମତ କାରଣ ଦର୍ଶାଅ 

ତାରାଗୁଡ଼ିକ କାହିଁକି ଦପ୍ ଦପ୍ ହୁଅନ୍ତି ? 
(Give Scientific reason) Why do stars twinkle ? 



କିମ୍ବା/OR

ଗ୍ରହଗୁଡ଼ିକ କାହିଁକି ଦପ୍ ଦପ୍ ହୁଅନ୍ତି ନାହିଁ ?
 Why the planets do not twinkle ?




Life Science Answers ଜୀବ ବିଜ୍ଞାନ ପ୍ରଶ୍ନୋତ୍ତର


4.
(i)ଖାଦ୍ୟର ପ୍ରକାରଭେଦ ଉଦାହରଣ ସହ ବୁଝାଅ । 
Explain the constituents of food with example.




Or କିମ୍ବା

ଫାଇଟୋହରମୋନ୍‌ର କାର୍ଯ୍ୟକାରିତା ବର୍ଣ୍ଣନା କର ।

Describe the functions of Phytohormone.



(ii) ଇଲେକ୍‌ଟ୍ରନ୍ ପରିବହନ ସଂସ୍ଥାର ଏକ ବିବରଣୀ ଦିଅ । 
Give a brief description of Electron Transport System.

କିମ୍ବା/OR

ଉଦ୍ଭଦରେ ପରିଲକ୍ଷିତ ହେଉଥିବା ଅଲିଙ୍ଗାନନନ ବର୍ଣ୍ଣନା କର ।

Describe the asexual reproduction in plants.

Ans :
ଉଦ୍ଭିଦରେ ପରିଲକ୍ଷିତ ହେଉଥିବା ଅଲିଙ୍ଗୀଜନନ ନିମ୍ନୋକ୍ତ ପ୍ରକାରର ହୋଇଥାଏ, ଯଥା – ବିଭାଜନ, କଳିକନ,ରେଣୁଭବନ ଓ ଅଙ୍ଗୀୟ ଜନନ

(i) ବିଭାଜନ :

ଏହି ପ୍ରକ୍ରିୟାରେ କେତେକ ବୀଜାଣୁ ଓ ଏକକୋଷୀ ଶୈବାଳର ନାଷ୍ଟି ଓ କୋଷଜୀବକ ଦୁଇଟି ସମାନଭାଗରେ ବିଭକ୍ତ ହୋଇ ଦୁଇଟି ଅପତ୍ୟ ଜୀବ ସୃଷ୍ଟି ହୋଇଥାନ୍ତି । ଏହାକୁ ଦ୍ଵିବିଭାଜନ କୁହାଯାଏ ।
କେତେକ ଶୈବାଳଜାତୀୟ ଉଦ୍ଭିଦ(ସ୍ପାଇରୋଗାଇରା) କୋଷ ଦୁଇରୁ ଅଧିକ ଭାଗରେ ବିଭାଜିତ ହୋଇ ପ୍ରତ୍ୟେକ ଭାଗ ଗୋଟିଏ ଗୋଟିଏ ନୂତନ ଜୀବରେ ପରିଣତ ହୋଇଥାଏ । ଏହାକୁ ବହୁବିଭାଜନ କୁହାଯାଏ 
(ii) କଳିକନ ବା କୋରକୋଦ୍‌ଗମ :

ଇଷ୍ଟ ଜାତୀୟ କବକରେ ମୂଳ ମାତୃକୋଷରୁ ଜାତ ଅପତ୍ୟ କୋଷ କଳିକା ବା କୋରକ ଆକାରରେ ସୃଷ୍ଟି ହୋଇଥାଏ।
ଏହି କଳିକା କ୍ରମଶଃ ବୃଦ୍ଧିପାଇ ମାତୃକୋଷରୁ ବିଚ୍ଛିନ୍ନ ହୁଏ ଏବଂ ଶେଷରେ ଏକ ପୂର୍ଣାଙ୍ଗ ଇଷ୍ଟକୋଷରେ ପରିଣତ ହୁଏ । ଏହି ପ୍ରକ୍ରିୟାକୁ କଳିକନ ବା କୋରକୋଦଗମ କୁହାଯାଏ ।

(III) ରେଣୁଭବନ :

ଛତୁ ଓ ଫିମ୍ପି ଜାତୀୟ କବକରେ ଅସଂଖ୍ୟ କଳାରଙ୍ଗର ରେଣୁ (Spore) ଦେଖାଯାଏ । ଏହି ରେଣୁଗୁଡ଼ିକ ନିର୍ଗତ ହୋଇ ଜଳ ବା ବାୟୁରେ ଭାସିବୁଲନ୍ତି ଓ ଅନୁକୂଳ ପରିବେଶ ମିଳିଲେ ଅଙ୍କୁରିତ ହୋଇ ନୂତନ ଉଦ୍ଭିଦ ସୃଷ୍ଟି କରନ୍ତି ରେଣୁଦ୍ଵାରା ଏ ପ୍ରକାର ଜନନ ପ୍ରକ୍ରିୟାକୁ ରେଣୁଭବନ କୁହାଯାଏ ।
ୟୁଲୋଥ୍ରୀକସ୍ ପରି ଶୈବାଳରେ 4, 8 ବା ଅଧିକ ଚଳରେଣୁ ସୃଷ୍ଟି ହୋଇଥାନ୍ତି । 
ପେନିସିଲିୟମ ପରି କବକ ସାଧାରଣତଃ ଅଚଳରେଣୁ ଦ୍ଵାରା ବଂଶବୃଦ୍ଧି କରନ୍ତି ।
ପାଇଥିୟମ ପରି କବକ ପରିବେଶ ଅନୁଯାୟୀ ଚଳରେଣୁ ବା ଅଚଳରେଣୁ ଦ୍ଵାରା ବଂଶବୃଦ୍ଧି କରିଥାନ୍ତି । 


5.

(i) ମନୁଷ୍ୟ ହୃତ୍‌ପିଣ୍ଡର ଆଭ୍ୟନ୍ତରିଣ ଗଠନ ବୁଝାଅ । 
Explain the internal structure of human heart.



ଗ୍ଲୋମେରୁଲସ୍ ର କାର୍ଯ୍ୟ ଉଲ୍ଲେଖ କର ।
State the functions of Glomerulus.



Or କିମ୍ବା

(ii) ବହିଃସ୍ରାବୀ ଗ୍ରନ୍ଥି ଓ ଅନ୍ତଃସ୍ରାବୀ ଗ୍ରନ୍ଥି ମଧ୍ୟରେ ଥ‌ିବା ପାର୍ଥକ୍ୟ ଦର୍ଶାଅ । 
State the differences between Exocrine glands and Endocrine glands.




କିମ୍ବା/OR

ପରିବାର ନିୟୋଜନର ସ୍ଥାୟୀ ପଦ୍ଧତି କ'ଣ ? 
What are the permanent processes of Family Planning ?





iii) ସହଜୀବୀୟ ପୋଷଣ କାହାକୁ କହନ୍ତି ? 
What is symbiotic nutrition?




କିମ୍ବା/OR

ଉଭିଦର ଶୁସନ' ପ୍ରକ୍ରିୟା କିପରି ସମ୍ପାଦିତ ହୋଇଥାଏ ? 
How the respiration in plants takes place ?



6.(i) ମନୁଷ୍ୟର ରେଚନ ତନ୍ତ୍ରର ଏକ ନାମାଙ୍କିତ ଚିତ୍ର ଅଙ୍କନ କର । (ବର୍ଣ୍ଣନା ଅନାବଶ୍ୟକ) 
Draw a labelled diagram of human excretory system. (Description not required)




କିମ୍ବା/OR

‘ଶୁକ୍ରାଣୁ’ ର ଏକ ସୁନ୍ଦର ନାମାଙ୍କିତ ଚିତ୍ର ଅଙ୍କନ କର । (ବର୍ଣ୍ଣନା ଅନାବଶ୍ୟକ) 
Draw a neat labelled diagram of 'sperm'. (Description not required)




(ii) ଆଲୋକ ଶ୍ଳେଷଣରେ ‘ରୁବିସ୍ଫୋ’ର ଭୂମିକା ବୁଝାଅ । 
State the role of 'RUBISCO' in photosynthesis.

କିମ୍ବା/OR 
ଭାସୋପ୍ରେସିନର କାର୍ଯ୍ୟ ଲେଖ ।
Write the functions of Vasopression.




(iii) ଏଚ.ଆ.ଭି.ର ପୂରା ନାମ ଓ ବିଶେଷତ୍ଵ ଲେଖ । 
Write the full name of H.I.V. and its importance.




କିମ୍ବା/OR

ଦ୍ୱୈତ ସଞ୍ଚାଳନ କାହାକୁ କହନ୍ତି ? 
What is double circulation ?




(iv) ‘ମୂଳଜ ଚାପ’ ଉପରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଦିଅ । 
Give a short note on 'Root Pressure'. 




କିମ୍ବା/OR 

ସିନାପସ୍ କହିଲେ ତୁମେ କ'ଣ ବୁଝ ? 
What do you understand by Synapse ?

Ans:
ଗୋଟିଏ ସ୍ନାୟୁକୋଷରେ ଥିବା ଆକସନର ଶାଖାଯୁକ୍ତ ଶେଷ ଭାଗ ଟେଲୋଡେଣ୍ଡ୍ରିଆ ଓ ନିକଟବର୍ତ୍ତି ଅନ୍ୟ ସ୍ନାୟୁକୋଷର ଡେନଡ୍ରାଇଟ ଗୁଡ଼ିକ ମଧ୍ୟରେ ଥିବା ଫାଙ୍କ ସ୍ଥାନକୁ ସିନାପସ କୁହାଯାଏ ।




If any Query please comment below 

My Class
Asish Sir



Comments

Popular posts from this blog

ଓଡ଼ିଆ ମାଧ୍ୟମିକ ପରୀକ୍ଷା ପ୍ରଦୀପ SA-I BSE ODISHA ଦଶମ ଶ୍ରେଣୀ CLASS 10 Sample Question Paper All Subjects

ପରୀକ୍ଷା ପ୍ରଦୀପ SA-II BSE ODISHA ଦଶମ ଶ୍ରେଣୀ CLASS 10 Sample Question Paper

Class 10 Life Science Ppts BSE ODISHA Odia Medium Class X ଦଶମ ଶ୍ରେଣୀ ଜୀବ ବିଜ୍ଞାନ PPTS