GSC ANSWER KEY CLASS 9 ANNUAL EXAM 2024

CLASS 9 ANNUAL EXAM 2024 GENERAL SCIENCE QUESTION ANSWER


OBJECTIVE ANSWER KEY 


1.D
2.G
3.B
4.B
5.D
6.B
7.B
8.C
9.D
10.C
11.D
12.B
13.A
14.B
15.B
16.C
17.A
18.B
19.C
20.B
21.A
22.A
23.C
24.C
25.B
26.A
27.C
28.D
29.A
30.D
31.C
32.B
33.C
34.B
35.A
36.B
37.C
38.B
39.A
40.D
41.A
42.C
43.B
44.A
45.D
46.C
47.D
48.D
49.A
50.B




SUBJECTIVE ANSWERS


Coming Soon ....


1. (a) ଲେଖ ପଦ୍ଧତିରେ ପରିବେଗ ଓ ସମୟ ମଧ୍ୟରେ ସମ୍ପର୍କ ସ୍ଥାପନ ପାଇଁ ଏକ ସୂତ୍ର ନିଗମନ କର ।






                   କିମ୍ବା

ଦୂରତା ଏବଂ ବିସ୍ଥାପନ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।







(b) ଗୋଟିଏ 1000 କି.ଗ୍ରା. ବସ୍ତୁତ୍ଵର ଟ୍ରକ୍ ଏକ ପାହାଡ଼ିଆ ରାସ୍ତାରେ ତଳକୁ ଗତି କରୁଛି । ଟ୍ରକ୍ ତା'ର ସ୍ଥିର ଅବସ୍ଥାରୁ ଯାତ୍ରା ଆରମ୍ଭ କରି 20 ସେକେଣ୍ଡରେ 400 ମି. ରାସ୍ତା ଅତିକ୍ରମ କରିଛି । ଟ୍ରକ୍ ଉପରେ ପ୍ରଯୁକ୍ତ ବଳ ନିର୍ଣ୍ଣୟ କର ।





                           କିମ୍ବା


ଗୋଟିଏ 1 କି.ଗ୍ରା ବସ୍ତୁତ୍ଵର ବାକ୍ସକୁ ବରଫ ହୋଇଯାଇଥିବା ହ୍ରଦର ପୃଷ୍ଠ ଉପରେ 20 ମି. / ସେକେଣ୍ଡ ପରିବେଗରେ ଠେଲି ଦିଆଗଲା । ସେହି ବାକ୍ସ 50 ମି. ଗତି କଲାପରେ ଆପେ ଆପେ ସ୍ଥିର ହୋଇଗଲା । ବାଢ଼ ଓ ବରଫ ମଥରେ ଘର୍ଷଣ ବଳ ନିର୍ଣ୍ଣୟ କର ।

2 (a) ଦୁଇଟି ବସ୍ତୁ ମଧ୍ୟରେ ଥିବା ଦୂରତାକୁ ଅଧା କରି ଦେଲେ ସେମାନଙ୍କ ମଧ୍ୟରେ କାର୍ଯ୍ୟ କରୁଥିବା ମହାକର୍ଷଣ ବଳର ପରିମାଣରେ କ'ଣ ପରିବର୍ତ୍ତନ ହୁଏ ?





ପୃଥ‌ିବୀ ଓ ପୃଥ‌ିବୀ ପୃଷ୍ଠରେ ଥିବା 1 କି.ଗ୍ରା ବସ୍ତୁତ୍ଵ ବିଶିଷ୍ଟ ବସ୍ତୁ ମଧ୍ୟରେ ଥିବା ମହାକର୍ଷଣ ବଳର ପରିମାଣ କେତେ ?





(b) ସ୍ଥିତିଜ ଶକ୍ତି ଓ ଗତିଜ ଶକ୍ତି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।




               କିମ୍ବା

      କାର୍ଯ୍ୟ ଓ ଶକ୍ତି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।






(c) ଧ୍ୱନିର ତୀବ୍ରତା କାହାକୁ କହନ୍ତି ? ଏହା କେଉଁ କେଉଁ କାରକ ଉପରେ ନିର୍ଭର କରେ ?






କିମ୍ବା

ଆମେ କାନ ଦ୍ବାରା କିପରି ଶୁଣୁ, ବୁଝାଅ ।






3 (a) ଖରାଦିନେ ସୂତା ପୋଷାକ କାହିଁକି ପିନ୍ଧାଯାଏ ?

କିମ୍ବା

ବାଷ୍ପୀଭବନ କିପରି ଶୀତଳତା ସୃଷ୍ଟିକରେ ?

b) ମୌଳିକ ଓ ଯୌଗିକ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। 

ମୌଳିକ :
i) ସମଜାତୀୟ ପରମାଣୁରେ ଗଠିତ ପଦାର୍ଥକୁ ମୌଳିକ ପଦାର୍ଥ କୁହାଯାଏ ।
i i) ସରଳତର ପଦାର୍ଥରେ ଭାଙ୍ଗି ହେବ ନାହିଁ 
i i i) ଉଦାହରଣ - କପର, ଅକ୍ସିଜେନ୍, ଲୁହା, ହାଇଡ୍ରୋଜେନ୍ , ମର୍କ୍ୟୁରି ଇତ୍ୟାଦି ।

ଯୌଗିକ :

i) ଦୁଇ ବା ଅଧିକ ମୌଳିକ ରାସାୟନିକ ଭାବେ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ପରସ୍ପର ସହ ସଂଯୁକ୍ତ ହୋଇ ଗଠନ କରୁଥିବା ବିଶୁଦ୍ଧ ପଦାର୍ଥକୁ ଯୌଗିକ କୁହାଯାଏ ।
ii) ରାସାୟନିକ ବା ବିଦ୍ୟୁତ୍ ରାସାୟନିକ ପ୍ରତିକ୍ରିୟା ଦ୍ଵାରା ମୌଳିକରେ ଭାଙ୍ଗି ହେବ ।
iii) ଉଦାହରଣ - ଜଳ , ମିଥେନ୍, ଚିନି, ଲୁଣ ଇତ୍ୟାଦି 




କିମ୍ବା


ସମଜାତୀୟ ଓ ଅସମଜାତୀୟ ମିଶ୍ରଣ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।




(c) ବସ୍ତୁତ୍ୱ ସଂରକ୍ଷଣ ନିୟମ କ’ଣ ସଂକ୍ଷେପରେ ବୁଝାଅ ।

କିମ୍ବା

ଚଳଯୋଜ୍ୟତା କ’ଣ ବୁଝାଇ ଲେଖ ।





(d) ରଦର ଫୋର୍ଡ ତାଙ୍କ ପରୀକ୍ଷାରୁ କେଉଁ ପର୍ଯ୍ୟବେକ୍ଷଣମାନ ପାଇଥିଲେ ?





କିମ୍ବା

ବୋରଙ୍କ ପରମାଣୁ ମଡ଼େଲ୍ ସମ୍ବନ୍ଧୀୟ ସ୍ୱୀକାରଗୁଡ଼ିକୁ ଉଲ୍ଲେଖ କର ।






4(a) ପଞ୍ଚଜଗତ ଶ୍ରେଣୀବିଭାଗର ଜୀବମାନଙ୍କୁ କିପରି ଗୋଷ୍ଠୀଭୁକ୍ତ କରାଯାଏ ବର୍ଣନା କର ।





କିମ୍ବା

ସରଳ ଏପିଥେଲିୟମ୍ ଟିସୁର ଶ୍ରେଣୀବିଭାଗ କରି ପ୍ରତ୍ୟେକ ବିଷୟରେ ସଂକ୍ଷେପରେ ଲେଖ ।

(b) ଜୈବସାର କ'ଣ ? ବିଭିନ୍ନ ଜୈବସାରର ପ୍ରସ୍ତୁତି ବିଷୟରେ ବିବରଣୀ ପ୍ରଦାନ କର ।





କିମ୍ବା

କୋଲିଡ୍-19 ସମୟରେ କି କି ପ୍ରତିକାର ବ୍ୟବସ୍ଥା କରାଯାଇଥିଲା ?

5(a) ରେଖିତ ପେଶୀ ଓ ଅରେଖିତ ପେଶୀ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।




କିମ୍ବା

ପ୍ଲାଟିହେଲମିନ୍‌ଥେସ୍ ଓ ନିମାଟୋହେଲ୍‌ମିନ୍‌ଥେସ୍ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।

(b) ଗୋଟିଏ ସ୍ନାୟୁ କୋଷର ନାମାଙ୍କିତ ଚିତ୍ର ଅଙ୍କନ କର । (ବର୍ଣନା ଅନାବଶ୍ୟକ)





କିମ୍ବା

ଉଦ୍ଭିଦ ଜଗତର ଶ୍ରେଣୀବିଭାଗ ରେଖାଚିତ୍ର ମାଧ୍ୟମରେ ଦର୍ଶାଅ ।




(c) ସନ୍ଧିପଦ ପ୍ରାଣୀ କାହାକୁ କୁହାଯାଏ ? ଏମାନଙ୍କ ଶାରିରୀକ ଗଠନ ସମ୍ବନ୍ଧରେ ଲେଖ ।

କିମ୍ବା

ଜଳାତଙ୍କ ରୋଗର କାରଣ, ଲକ୍ଷଣ ଓ ନିରାକରଣ ଲେଖ ।

6.(a) କୋଷର ଆତ୍ମଘାତୀ ଥଳି କାହାକୁ କୁହାଯାଏ ଓ କାହିଁକି ?



Ans: ଅନେକ ସମୟରେ କ୍ଷତ କୋଷ ବା ମୃତ କୋଷ ପାଚନ କ୍ରିୟା ସାହାଯ୍ୟରେ ଛୋଟ ଛୋଟ ଅଂଶରେ ପରିଣତ କରିବାରେ ଲାଇସୋଜମ ସାହାଯ୍ୟ କରୁଥିବା କାରଣରୁ ଏହାକୁ ଆତ୍ମଘାତୀ ଥଳୀ କୁହାଯାଏ ।

କିମ୍ବା

ଅମ୍ଳବୃଷ୍ଟି କ'ଣ ? ଏହାର ପ୍ରଭାବ ସମ୍ବନ୍ଧରେ ଲେଖ ।




(b) ଆଣ୍ଟିଜେନ୍ ଓ ଆଣ୍ଟିବଡ଼ି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ

କିମ୍ବା

ମହାମାରୀ ଓ ବିଶ୍ଵମହାମାରୀ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।

(c) ସ୍ମଗ୍ କ'ଣ ? ଏହାର କୁପ୍ରଭାବ ସମ୍ପର୍କରେ ଲେଖ ।




କିମ୍ବା

ଆକ୍ୟୁଟ ଓ କ୍ରନିକ୍ କ'ଣ ? ଉଦାହରଣ ସହ ଲେଖ ।


Ans: 
i) ରୋଗଗୁଡ଼ିକ ମଧ୍ୟରୁ କେତେକ ରୋଗ ସ୍ୱଳ୍ପ ସମୟ ପାଇଁ ହେଉଥିବା ବେଳେ ଅନ୍ୟ କେତେକ ରୋଗ ଦୀର୍ଘ ଦିନ ବା ସାରାଜୀବନ ଭୋଗିବାକୁ ପଡ଼ିଥାଏ। 

ii) ସ୍ୱଳ୍ପ ସମୟ ପାଇଁ ହେଉଥିବା ରୋଗକୁ ଆକ୍ୟୁଟ୍ କୁହାଗଲାବେଳେ ଦୀର୍ଘକାଳୀନ ରୋଗକୁ କ୍ରନିକ୍ କୁହାଯାଏ।

 iii) ଉଦାହରଣ : ସାଧାରଣ ଥଣ୍ଡା ରୋଗକୁ ଆକ୍ୟୁଟ୍ କୁହାଯାଉଥିବା ବେଳେ ଫାଇଲେରିଆ, ମଧୁମେହ ଇତ୍ୟାଦିକୁ କ୍ରନିକ କୁହାଯାଏ ।

(d) ଗୋମହିଷାଦିଙ୍କ ବାସସ୍ଥାନ କିପରି ହେବା ଉଚିତ ?




କିମ୍ବା

ମାଇଟୋକଣ୍ଡ୍ରିଆର ଗଠନ ଓ କାର୍ଯ୍ୟ ଲେଖ ।





Comments

Post a Comment

Popular posts from this blog

ଓଡ଼ିଆ ମାଧ୍ୟମିକ ପରୀକ୍ଷା ପ୍ରଦୀପ SA-I BSE ODISHA ଦଶମ ଶ୍ରେଣୀ CLASS 10 Sample Question Paper All Subjects

ପରୀକ୍ଷା ପ୍ରଦୀପ SA-II BSE ODISHA ଦଶମ ଶ୍ରେଣୀ CLASS 10 Sample Question Paper

Class 10 Life Science Ppts BSE ODISHA Odia Medium Class X ଦଶମ ଶ୍ରେଣୀ ଜୀବ ବିଜ୍ଞାନ PPTS