Posts

Showing posts from August, 2025

BSE Odisha 10th Class Physical Science Notes Chapter 6 ଆଲୋକ- ପ୍ରତିଫଳନ ଓ ପ୍ରତିସରଣ

Image
BSE Odisha 10th Class Physical Science Notes Chapter 6 ଆଲୋକ- ପ୍ରତିଫଳନ ଓ ପ୍ରତିସରଣ ଉପକ୍ରମ : ଆଲୋକ ଏକ ପ୍ରକାରର ଶକ୍ତି ଯାହା ଆମେ ଚକ୍ଷୁ ମାଧ୍ୟମରେ ଅନୁଭବ କରୁ । ଆମେ ଏକ ବସ୍ତୁକୁ ଦେଖ୍ରୁ ଯଦି ଏହା ଆଲୋକ ନିର୍ଗତ କିମ୍ବା ପ୍ରତିଫଳିତ କରେ । ଯେଉଁ ବସ୍ତୁଗୁଡ଼ିକ ନିଜସ୍ଵ ଆଲୋକ ପ୍ରଦାନ କରନ୍ତି । ସେଗୁଡ଼ିକୁ ଦୀପ୍ତ (Luminous) ବସ୍ତୁ କୁହାଯାଏ । → ଉଦାହରଣ : ସୂର୍ଯ୍ୟ, ଜଳନ୍ତା ମହମବତୀ, କାଠ, କୋଇଲା ଓ ଗ୍ୟାସ୍ ଇତ୍ୟାଦି । ଯେଉଁ ବସ୍ତୁଗୁଡ଼ିକ ନିଜର ଆଲୋକ ପ୍ରଦାନ କରନ୍ତି ନାହିଁ, ସେଗୁଡ଼ିକୁ ଦୀପ୍ତହୀନ (Non-Luminous) ବସ୍ତୁ କୁହାଯାଏ । → ଉଦାହରଣ : ମାଟି, ପଥର, ଗଛ, ଟେବୁଲ, ଚୌକି ଇତ୍ୟାଦି । ଦୀପ୍ତ ବସ୍ତୁରୁ ଅଦୀପ୍ତ ବସ୍ତୁ ଉପରେ ଆଲୋକ ପଡ଼ିଲେ ଆମେ ସେଗୁଡ଼ିକ ଦେଖୁଥାଉ । ଅଦୀପ୍ତ ବସ୍ତୁଗୁଡ଼ିକ କିଛି ଆଲୋକ ଶୋକ କରି ଅବଶିଷ୍ଟ ଆଲୋକ ପ୍ରତିଫଳିତ କରି ଆମ ଆଖରେ ପଡ଼ିଲେ ସେଗୁଡ଼ିକ ଆମେ ଦେଖିଥାଉ । → ଉଦାହରଣ : ଚନ୍ଦ୍ରର ନିଜର ଆଲୋକ ନାହିଁ । ତଥାପି ଆମେ ତାକୁ ରାତିରେ ଉଜ୍ଜ୍ବଳତା ପ୍ରଦର୍ଶନ କରୁଥିବାର ଦେଖୁ । ସୂର୍ଯ୍ୟାଲୋକ ଚନ୍ଦ୍ର ଉପରେ ପଡ଼ି ପ୍ରତିଫଳିତ ହୋଇ ପୃଥ‌ିବୀପୃଷ୍ଠରେ ଆମ ନିକଟରେ ପହଞ୍ଚ୍ ଥାଏ । ତେଣୁ ବାସ୍ତବରେ ଚନ୍ଦ୍ରାଲୋକ ହେଉଛି ପ୍ରତିଫଳିତ ସୂର୍ଯ୍ୟାଲୋକ । କେତେକ ଦୀପ୍ତହୀନ ବସ୍ତୁକୁ ଦୀପ୍ତ କରାଯାଇପାରେ । ଅର୍ଥାତ୍ ସାଧାରଣ ତାପମାତ୍ରାରେ କୋଇଲା ଏକ ଦୀପ୍ତହୀନ ବସ...

Popular posts from this blog

ଓଡ଼ିଆ ମାଧ୍ୟମିକ ପରୀକ୍ଷା ପ୍ରଦୀପ SA-I BSE ODISHA ଦଶମ ଶ୍ରେଣୀ CLASS 10 Sample Question Paper All Subjects

ପରୀକ୍ଷା ପ୍ରଦୀପ SA-II BSE ODISHA ଦଶମ ଶ୍ରେଣୀ CLASS 10 Sample Question Paper

Class 10 Life Science Ppts BSE ODISHA Odia Medium Class X ଦଶମ ଶ୍ରେଣୀ ଜୀବ ବିଜ୍ଞାନ PPTS