HALF YEARLY 2023 CLASS X GSC ANSWER KEY ODIA MEDIUM BSE ODISHA ଓଡ଼ିଆ ମାଧ୍ୟମ ଦଶମ ଶ୍ରେଣୀ ବିଜ୍ଞାନ ବିଷୟ ପ୍ରଶ୍ନୋତ୍ତର OBJECTIVE TYPE QUESTIONS ANSWERS SUBJECTIVE TYPE QUESTIONS ANSWERS Physical Science ( ଭୌତିକ ବିଜ୍ଞାନ ) 1. ସମସ୍ତ ପ୍ରଶ୍ନର ଉତ୍ତର ଦିଅ । i) ବିସ୍ଥାପନ ଓ ଦ୍ବୈତ ବିସ୍ଥାପନ ପ୍ରତିକ୍ରିୟା ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।ଏହି ଦୁଇ ରାସାୟନିକ ପ୍ରତିକ୍ରିୟା ପାଇଁ ରାସାୟନିକ ସମୀକରଣ ଲେଖ । Or ପ୍ଲାଷ୍ଟର ଅଫ ପ୍ୟାରିସର ପ୍ରସ୍ତୁତି ଓ ଏହାର ବ୍ୟବହାର ଲେଖ । ii) ମାନବ ଚକ୍ଷୁର ଚିତ୍ର ଅଙ୍କନ କରି ଏହାର ବିଭିନ୍ନ ଅଂଶକୁ ଦର୍ଶାଅ । Or ଟିଣ୍ଡଲ ସିଦ୍ଧାନ୍ତକୁ ଗୋଟିଏ ଉଦାହରଣ ଦେଇ ବୁଝାଅ । Explain Tyndal effect with an example. 2. ସମସ୍ତ ପ୍ରଶ୍ନର ଉତ୍ତର ଦିଅ । Answer all the questions. (i) 15 ସେମି ଫୋକସ୍ ଦୂରତା ବିଶିଷ୍ଟ ଗୋଟିଏ ଅବତଳ ଲେନ୍ସ ନିଜଠାରୁ 10 ସେମି ଦୂରରେ ପ୍ରତିବିମ୍ବ ସୃଷ୍ଟି କରିଛି । କେନ୍ସ୍ ଠାରୁ କେତେ ଦୂରରେ ବସ୍ତୁ ଅଛି ? ରଶ୍ମିଚିତ୍ର ଅଙ୍କନ କରି ପ୍ରତିବିମ୍ବକୁ ବୁଝାଅ । A concave lens of focal length 15 cm forms an image 10 cm from the lens. How far is the object placed from the lens? Draw the ray diagram. କିମ୍...