SUBJECTIVE PAPER 1(a) ଗୋଟିଏ ହଷ୍ଟେଲ୍ର 40 ଜଣ ପିଲାଙ୍କ ମଧ୍ୟରୁ 15 ଜଣ କେବଳ ହକି ଖେଳନ୍ତି ଓ 20 ଜଣ କେବଳ କ୍ରିକେଟ୍ ଖେଳନ୍ତି । ଯଦି ଏହି ପିଲାମାନଙ୍କ ମଧ୍ୟରୁ ସମସ୍ତେ ହଢି କିମ୍ବା କ୍ରିକେଟ୍ ଖେଳୁ ଥାଆନ୍ତି, ତେବେ କେତେ ଜଣ ପିଲା ହକି ଓ କ୍ରିକେଟ୍ ଉଭୟ ଖେଳ ଖେଳନ୍ତି ନିର୍ଣ୍ଣୟ କର । [5] Ans: କିମ୍ବା |3x-2| ≤ 5 ହେଲେ x ର ସମସ୍ତ ମାନ ନିରୂପଣ କର । Ans: (b) ଯଦି (x - 1), x² + mx + 1 ପଲିନୋମିଆଲ୍ର ଉତ୍ପାଦକ ହୁଏ, ତେବେ ପ୍ରମାଣ କର ଯେ (x - m)(x³ + 3x²+3x [5 + 2) ପଲିନୋମିଆଲ୍ର ଏକ ଉତ୍ପାଦକ ହେବ । Ans: କିମ୍ବା; ଗୋଟିଏ ନୌକାର ଘଣ୍ଟାପ୍ରତି ବେଗ 11 କି.ମି. । ଏହା ସ୍ରୋତର ପ୍ରତିକୂଳରେ 12 କି.ମି. ଗତିକରି ପୁନଶ୍ଚ ଅନୁକୂଳରେ ଫେରି ଆସିବାକୁ ମୋଟ୍ 2 ଘଣ୍ଟା 45 ମିନିଟ୍ ସମୟ ନିଏ । ସ୍ରୋତର ଘଣ୍ଟାପ୍ରତି ବେଗ ନିର୍ଣ୍ଣୟ କର । Ans: 2(a) ଗୋଟିଏ ଲୁଡୁଗୋଟିକୁ ଥରେ ଗଡ଼ାଇବାରେ ନିମ୍ନଲିଖିତ ଘଟଣା ମାନଙ୍କର ସମ୍ଭାବ୍ୟତା ନିର୍ଣ୍ଣୟ କର । (i) E1 : ଫଳ ଏକ ମୌଳିକ ସଂଖ୍ୟା (ii) E2 : ଫଳ ଏକ ସଂଖ୍ୟା k ≥ 3 Ans: କିମ୍ବା; ଗୋଟିଏ ବିଦ୍ୟାଳୟର 5 ଟି ଶ୍ରେଣୀର ଛାତ୍ର ସଂଖ୍ୟା ଦିଆଯାଇଛି । ଏହି ତଥ୍ୟକୁ ବୃତ୍ତଲେଖରେ ପ୍ରକାଶ କର । Ans: b) 9000 ଟଙ୍କାକୁ A, B ଓ C ମଧ୍ୟରେ ଏପରି ବାଣ୍ଟି...